ଆମ ଭାରତୀୟ ସମାଜରେ ତନ୍ତ୍ର, ମନ୍ତ୍ର ଓ କଳାଯାଦୁକୁ ନେଇ ଅନେକ କଥା, କାହାଣୀ ଓ ବିଶ୍ଵାସ ରହିଛି ଯାହାକୁ ଆପଣ ମାନେ କେବେ ନା କେବେ ନିଶ୍ଚିତ ଶୁଣିଥିବେ । ହେଲେ ଆଜି ଯାହା ଆପଣ ଏହି ପୋଷ୍ଟ ଜରିଆରେ ପଢିବେ ତାହା ଥରେଇଦେବ ଆପଣଙ୍କ ଛାତି, ବଢେଇଦେବ ସ୍ପନ୍ଦନ । ଭୟ ନକରି ଆଗକୁ ପଢନ୍ତୁ ଯଦି ଆପଣ ଭୟହୀନ ବ୍ୟକ୍ତି ।
READ- SAMBA DASAMI
କଳାଯାଦୁ ବିଷୟରେ କିଏ ବା ନଜାଣେ । କାଉଁରୀକାମାକ୍ଷା ହେଉକି ଓଡିଶାର ହିଙ୍ଗୁଳା ମନ୍ଦିର ହେଉ କିମ୍ବା ହିରାପୁରର ଚଉଷଠି ଯୋଗିନୀ ମନ୍ଦିର ହେଉ ତନ୍ତ୍ର ମନ୍ତ୍ର ଓ କାଳିକୁହୁକ ବିଦ୍ୟାର ପ୍ରଚଳନ ଏଠାରେ ପ୍ରଚଳିତ । ଯଦିଓ ସମୟରୁ ବିରତ ଦିଶାରେ ଏହା ପଥଭ୍ରଷ୍ଟ ହୋଇଛି ମାତ୍ର ଆଜି ମଧ୍ୟ ରହିଛି ଏଭଳି କିଛି ଚମତ୍କାରୀତା ଯାହାର ପ୍ରମାଣ କୁ ଆଧାର କରି ବିଦେଶୀ ଗବେଷକ ଧାଇଁ ଆସନ୍ତି ଭରତ । ଏବଂ କଳାକୁହୁକ ଦ୍ଵାରା କରିପାରନ୍ତି କଳାଯାଦୁବାଲା ନିମ୍ନଲିଖିତ କାର୍ଯ୍ୟ ।
READ- ODIA PRABACHANA RA BIKASA DHARA
READ- ODIA RIDDLES QUESTIONS WITH ANSWERS
Black Magic |

- କାଉଁରୀହାଡ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚିତ ତେବେ ଯଦି ନ ଜାଣିଛନ୍ତି ତେବେ କାଉଁରୀହାଡ ହେଉଛି କୁଆଁରୀ କନ୍ୟା ମାନଙ୍କ ହାଡ । ଏହି ହାଡ କୌଣସି ସାଧାରଣ କୁଆଁରୀ କନ୍ୟାର ନୁହେ । ଯେଉଁ କୁଆଁରୀ କନ୍ୟା ବସନ୍ତ ରୋଗରେ ପୂର୍ଣ୍ଣିମା ତିଥିରେ ମରିଥାଏ ତାର ହିନ୍ଦୁଶାସ୍ତ୍ର ଅନୁସାରେ ଶବଦାହ କରାଯାଏନା । ଏଭଳି ମୃତକର ତଲାସ ତନ୍ତ୍ର ସାଧକ ଓ କଳାଯାଦୁକର ମାନେ କରୁଥାନ୍ତି । ଏହି କୁଆଁରୀ ହାଡ ସେମାନଙ୍କୁ ଦେଇଥାଏ ଅଜସ୍ର ଶକ୍ତି ଯାହା ଦ୍ଵାରା ସେମାନେ ମୃତ ବ୍ୟକ୍ତିକୁ କରିପାରନ୍ତି ଜୀବିତ । ଏକଥାକୁ ଅନେକ ବ୍ୟକ୍ତି ବିଶ୍ବାସ କରି ନପରାନ୍ତି ମାତ୍ର ଏହା ସେପରି ସତ୍ୟ ଯେପରି ସୂର୍ଯ୍ୟ, ଚନ୍ଦ୍ରଙ୍କ ସ୍ଥିତି ଏବଂ ଆଲୋକ, ଅନ୍ଧକାରର ସ୍ଥିତି ।
ଧନ୍ୟବାଦ
0 comments:
Post a Comment