Thursday, July 11, 2019

Hilo is Great for BLACK MAGIC in odia


ହୋଲିରେ ହୋଲିକା ଦହନ ହୋଇଥିବାରୁ ତନ୍ତ୍ରସାଧନାର ବିଶେଷ ମହତ୍ତ୍ଵ ରହିଛି । ହୋଲିକା ଦହନ ଦିନ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯଦି ତନ୍ତ୍ର ସାଧନ କରାଯାଏ ତେବେ ମିଳିଥାଏ କୋଟି ଜନ୍ମର ପୂଣ୍ୟ । ଯାହା କରିପାରେ ଆପଣଙ୍କୁ ଦାରିଦ୍ର୍ୟରୁ ମୁକ୍ତ ଏବଂ ଦେଇପାରେ ଅଜସ୍ର ଐଶ୍ଵର୍ଯ୍ୟ ।
Black magic Mantra for holi | Holi is the festival of color
Black magic mantra for holi



ହୋଲିରେ ଏକାଧିକ ତନ୍ତ୍ର, ମନ୍ତ୍ର ଓ ଜନ୍ତ୍ର କରାଯାଏ । ତେବେ ଏପରି ଗୋଟିଏ ମନ୍ତ୍ର ରହିଛି ଯାହାକୁ ହୋଲି ଦିନ ପୂଜା ଅବସରରେ ଜପ କରାଯାଏ । ଏବଂ ଏହି ଶୁଭ ମନ୍ତ୍ରରେ ସୁଖ, ସମୃଦ୍ଧି ଓ ସଫଳତା ର ଦ୍ଵାରା ଖୋଲିଯାଏ । ମନ୍ତ୍ରଟି ହେଉଛି-

“ଅହକୁଟା ଭୟତ୍ରସ୍ତୈଃକୃତା ତ୍ବାଂ ହୋଲି ବାଲିସୈଃ
ଅତସ୍ଵାଂ ପୂଜୟିଷ୍ୟାମି ଭୁତି-ଭୁତି ପ୍ରଦାୟିନିମଃ  ।"


ଏହି ମନ୍ତ୍ରର ଉଚ୍ଚାରଣ ଏକ ମାଳା, ତିନି ମାଳା କିମ୍ବା ପାଞ୍ଚ ମାଳା ଭଳି ବିଷମ ସଂଖ୍ୟାରେ କରାଯିବା ଉଚିତ । ତେବେ ଯାଇ ଏହି ମନ୍ତ୍ର ନିଜର କରାମତି ଦେଖାଇବ ।
READ- ODIA PAHELI

SEARCH ENGINE OPTIMIZATION IN HINDI

AMAZING FACTS ABOUT ODISHA

Related Posts:

0 comments:

Post a Comment