Wednesday, July 10, 2019

କଳାଯାଦୁର ଗ୍ରାମ | ଏଠାରେ ମଣିଷ ରହିଥାନ୍ତି ପଶୁ ରୂପରେ


କଳାଯାଦୁର ଗ୍ରାମ | ଏଠାରେ ମଣିଷ ରହିଥାନ୍ତି ପଶୁ ରୂପରେ

ଯଦି ଭାରତରେ ଇତିହାସକୁ ଦେଖାଯାଏ ତେବେ ଆଧ୍ୟାତ୍ମିକତା ହେଉଛି ମୁଖ୍ୟ ବୈଶିଷ୍ଟ୍ୟ । ମାତ୍ର ପ୍ରତ୍ୟେକମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି ଆଧ୍ୟାତ୍ମିକର ବିପରୀତ ପାର୍ଶ୍ଵ କଳାଯାଦୁକୁ କିପରି ଅଣଦେଖା କରାଯାଇପାରେ ? ତେବେ ଉତ୍ତର ଭରତର ମାୟୋଙ୍ଗ ହେଉଛି ସଂପୂର୍ଣ୍ଣ ବିଶ୍ଵର ଏପରି ଗ୍ରାମ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ଜଣେଜଣେ ଯାଦୁଗର । 

ଯାଦୁଗର କହିଲେ ସେ ଯାଦୁଗର ନୁହେଁ ଯେଉଁମାନେ ସର୍କସରେ କାମ କରନ୍ତି, ବରଂ ଗୁଣିଗାରେଡି ହେଉଛି ଏଠାକାର ଯଦୁଗରୀ । ଏଠାରେ ଶିଶୁ ମାନଙ୍କୁ 6 ବର୍ଷ ହେବାମାତ୍ରେ ଗୁଣିଗରେଡି ବିଦ୍ୟା ଶିକ୍ଷା ଦିଆଯାଏ । ଏଠାରେ କଳଯାଦୁର ପ୍ରଭାବ ଏତେ ଅଧିକଯେ ଟୁରିଷ୍ଟ ମାନେ ଉକ୍ତ ଗ୍ରାମକୁ ଯିବାପାଇଁ ଭୟ କରନ୍ତି । ଯଦି କେହି ଯାଆନ୍ତି ତେବେ କଳାଯାଦୁ ଶିଖିବାପାଇଂ ଯାଆନ୍ତି ।

READ- ଦୈତ୍ୟ ଓ ସଉଦାଗର ଆରବୀୟ ରାତ୍ରୀ କାହାଣୀ

ଏଠାକୁ ଯାଉଥିବା ଲୋକଙ୍କୁ ଏଠାକାର ଲୋକମାନେ ସାଧାରଣତଃ ନିଜ ଶିଶୁ ମାନଙ୍କୁ ଦେଇଥିବା କଳଯାଦୁ ବିଦ୍ୟାର ପ୍ରୟୋଗ କରିବାରେ ବ୍ୟବହାର କରିଥାନ୍ତି । ତେଣୁ ଏଠାକୁ ଯିବାପାଇଁ ସମସ୍ତେ ଭୟ କରନ୍ତି । ଏପରିକି ଏଠାରେ ବନ୍ଧହୋଇଥିବା ଅଧିକାଂଶ ପଶୁ ହେଉଛନ୍ତି ମଣିଷ ବୋଲି ପାର୍ଶ୍ଵସ୍ଥ ଗ୍ରାମବାସୀ କୁହନ୍ତି ।

READ- GK IN ODIA LANGUAGE
 DOWNLOAD ODIA WHATSAPP DP

Related Posts:

0 comments:

Post a Comment