ସାଧାରଣତଃ ହିନ୍ଦୁ ଧର୍ମରେ ଅଧ୍ୟାତ୍ମିକତାର ଗୁରୁତ୍ଵ ସର୍ବଶ୍ରେଷ୍ଠ ଅଟେ । ଏଣୁ ଜ୍ୟୋତିଷଶାସ୍ତ୍ର ଓ ଫେଙ୍ଗସୁଇ ଜଣେଇଦିଏ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଓ ବିଚାରଧାରା କିପରି ହୋଇଥାଏ ?
READ- ODIA PAHELI PRASNA AND ANSWER IN ORIYA LANGUAGE
READ- ODIA PRAVACHANA
READ- ODIA PAHELI PRASNA AND ANSWER IN ORIYA LANGUAGE
why odisha poor |
READ- ODIA PRAVACHANA
- ସାଧାରଣତଃ ଜ୍ୟୋତିଷଶାସ୍ତ୍ର କହେ ଯେଉଁ ବ୍ୟକ୍ତି ମାନେ ଖୁସ ମିଜାଜର ସେମାନଙ୍କ ପାଖରେ ସବୁବେଳେ ଧନର ଅଭାବ ଦେଖାଦିଏ ।
- ଯେଉଁ ବ୍ୟକ୍ତି ଜିନିଷ ଏବଂ ଅର୍ଥ ଯିବା ଆସିବା ବାଟରେ ପାଉଥାଏ ତାପାଖରେ ସବୁବେଳେ ଧାନ ହାନୀ ଘଟିଥାଏ ।
- ଯେଉଁ ମାନଙ୍କ ଗୃହ ସଦସ୍ୟ ନିମ୍ନ ଜାତିରେ ବିବାହ କରନ୍ତି ସେମାନଙ୍କ ଘରେ ପୂର୍ବପୁରୁଷଙ୍କ କୋପ ଦୃଷ୍ଟି ଯୋଗୁଁ ଧାନ ହାନୀ ଘଟେ । ହୁଏତ ଏହାକୁ ଅନେକ ଲୋକ ଅନ୍ଧବିଶ୍ଵାସ ମାନନ୍ତି । ହୋଇପାରେ ଏହା ସତ୍ୟ କାରଣ ଯୁଗ ପରିବର୍ତ୍ତନ ହୋଇସାରିଛି । ନୂଆ ନୀତି ନିୟମ ଆସିଛି ଏବଂ ପୁରୁଣା ନୀତି ନିୟମକୁ ଲୋକଲୋଚନରୁ ଅପସରଣ କରାଯାଉଛି । ମାତ୍ର ଯାହା ଜ୍ୟୋତିଷଶାସ୍ତ୍ର, ପୁରାଣ ଏବଂ ପୌରଣିକ କଥାବସ୍ତୁରେ ଉଲ୍ଲେଖ ଅଛି ତାହାହିଁ ଏଠାରେ ବର୍ଣ୍ଣିତ । କୌଣସି ଜାତି, ଧର୍ମ, ବର୍ଣ୍ଣ, ଓ ଲିଙ୍ଗ ପ୍ରଭୃତିର ଅପମାନ କରିବା କିମ୍ବା ଭେଦଭାବ ଦର୍ଶାଇବା ଆମର ଉଦ୍ଦେଶ୍ୟ ନୁହେଁ । ଏଣୁ ଏହା କେବଳ ଜାଣିବା ପାଇଁ ଅଟେ ।
- ଯେଉଁ ବ୍ୟକ୍ତି ଛୋଟ ପିଲା କିମ୍ବା ଶିଶୁ ଶ୍ରମିକ ମାନଙ୍କୁ ପିଟନ୍ତି ସେମାନଙ୍କୁ କେବେ ଧନ ଅଣ୍ଟେ ନାହିଁ । ସବୁବେଳେ ଟଙ୍କା ତାଙ୍କ ହୋଇ ଏମାନଙ୍କ ପ୍ରାଣ ଚାଲିଯାଏ ଏବଂ ବହୁତ ହୀନମୃତ୍ୟୁ ଏମାନଙ୍କୁ ମିଳିଥାଏ ।
- ଯେଉଁ ମାନେ ଶିଶୁ ମାନଙ୍କୁ କଠିନ କାର୍ଯ୍ୟରତ କରନ୍ତି ସେମାନଙ୍କୁ ଯେତେ ଟଙ୍କା ଆୟ କାଲେ ସୁଦ୍ଧା ରୋଗ ଏବଂ ଅପବ୍ୟୟ ହେଉଥାଏ ।ଶାସ୍ତ୍ର କହେ ଏମାନଙ୍କୁ ଅକାଳ ମୃତ୍ୟୁ ପ୍ରାପ୍ତ ହୁଏ ।
ଧନ୍ୟବାଦ
0 comments:
Post a Comment