Saturday, July 13, 2019

ଆକ୍ରମଣ ସମୟରେ କଳିଙ୍ଗର ଅବସ୍ଥା


ଆକ୍ରମଣ ସମୟରେ କଳିଙ୍ଗର ଅବସ୍ଥା
ନନ୍ଦ ବଂଶର ପତନ ସମୟରେ କଳିଙ୍ଗ ପୁନର୍ବାର ନିଜର ସ୍ଵାଧୀନତା ପ୍ରତିଷ୍ଠିତ କରିଥିବାର ଜଣାଯାଏ । କାରଣ ସମଗ୍ର ଭରତରେ ନିଜର ଆଧିପତ୍ୟ ବିସ୍ତାର କରି ଏକ ବିରାଟ ସାମ୍ରାଜ୍ୟ ଗଠନ କରିଥିବା ପ୍ରବଳ ପ୍ରତାପୀ ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତ ଙ୍କ ରାଜତ୍ଵ କାଳରେ କଳିଙ୍ଗ ଥିଲା ସ୍ଵାଧୀନ । 
kalinga war image || result of kalinga war
Kalinga war image

ତାଙ୍କପରେ ମଗଧରେ ରାଜତ୍ଵ କରିଥିବା ସମ୍ରାଟ ବିମ୍ବିସାର ମଧ୍ୟ କଳିଙ୍ଗକୁ ମୌର୍ଯ୍ୟ ସମ୍ରଜ୍ୟର ଅନ୍ତର୍ଭୁକ୍ତ କରିଥିବାର କୌଣସି ପ୍ରମାଣ ମିଳିନହିଁ । ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ, ପୂର୍ବରେ ମହୋଦଧି ଠାରୁ ପଶ୍ଚିମରେ ଅଙ୍ଗ-ମଗଧର ସୀମା ପର୍ଯ୍ୟନ୍ତ ବିସ୍ତ୍ରୁତ ବିରାଟ କଳିଙ୍ଗ ରାଜ୍ୟ ସେସମୟରେ ଧନ-ଜନ-ଗୋପଲକ୍ଷ୍ମୀରେ ପରିପୂର୍ଣ ଥିଲା । କଳିଙ୍ଗର ବେଳାଭୂମିରେ ସେ ଯୁଗରେ ଶତଶତ ପୋତାଶ୍ରୟ ଥିଲା | କଳିଙ୍ଗର ନାବିକ ଓ ବଣିକ ମାନେ ସାଗର ବକ୍ଷରେ ପୋଟା ଚାଳନ କରି ସହସ୍ର ଯୋଜନ ଦୂରବର୍ତ୍ତୀ ବାର୍ଲି, ବୋର୍ଣ୍ଣିୟ, ସୁମାତ୍ରା ପ୍ରଭୃତି ବ୍ରହ୍ମ, ମାଳୟ ଦେଶକୁ ବଣିଜ ନିମନ୍ତେ ଯାଉଥିଲେ |

Related Posts:

0 comments:

Post a Comment