ଆଜି ବି ରହସ୍ୟ ଘେରରେ ଭାରତର ମୃତ୍ୟୁର ଟାପୁ
ଭାରତର ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ଉତ୍ତର ସେଣ୍ଟିନେଲ ଦ୍ୱୀପ ଦୁନିଆ ପାଇଁ ଆଜି ବି ରହସ୍ୟ ଘେରରେ । ଏହି ଦ୍ୱୀପକୁ ଦୁନିଆର ସବୁଠାରୁ ଭୟଙ୍କର ତଥା ମୃତ୍ୟୁର ଟାପୁ କୁହାଯାଏ । କୁହାଯାଏ କେହି ବ୍ୟକ୍ତି ଉକ୍ତ ଟାପୁରେ ପ୍ରବେଶ କଲେ, ଆଉ କେବେ ଫେରନ୍ତି ନାହିଁ ।ଭାରତର ଉତ୍ତର ସେଣ୍ଟିନେଲ ଦ୍ୱୀପ ଏତେ ଭୟଙ୍କର ଯେ ମ୍ୟୃତ୍ୟୁର ଟାପୁ ନାମରେ ଏହା ପରିଚତ । (odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ) ଏଠାରେ ଖତରନାକ୍ ଆଦିବାସୀ ରୁହନ୍ତି । ଭାରତ ସରକାର ଏହି ଦ୍ୱୀପପୁଞ୍ଜକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଚାରିପାଖେ ସମୁଦ୍ର ଘେରିହୋଇଥିବା ଏହି ଟାପୁକୁ ବିମାନରୁ ଦେଖିଲେ ଯେକେହି ତା'ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯିବ । ଏହି ଟାପୁକୁ ଯିବାପାଇଁ କୌଣସି ରାସ୍ତା ନାହିଁ । କେବଳ ସମୁଦ୍ର ମାର୍ଗରେ ହିଁ ମୃତ୍ୟୁର ଟାପୁରେ ପହଞ୍ଚିହେବ । odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ
ମୃତ୍ୟୁର ଟାପୁରେ ରୁହନ୍ତି ଏକ ଭୟଙ୍କର ଜନଜାତି । ଯେଉଁମାନେ ଆଧୁନିକ ସଭ୍ୟତାକୁ ଆପଣାଇବା ପାଇଁ ମନାକରିଦେଇଛନ୍ତି । ଭାରତ ସମେତ ପୁରା ବିଶ୍ୱ ସହ ଏହି ଟାପୁର କୌଣସି ସମ୍ପର୍କ ନାହିଁ । ଏଠାରେ ବସବାସ କରୁଥିବା ଲୋକେ ଆକାଶରେ ଉଡ଼ୁଥିବା ହେଲିକ୍ପର କିମ୍ବା ଉଡ଼ାଜାହଜକୁ ମଧ୍ୟ ତୀର, ପଥର ଓ ନିଆଁ ଗୁଳା ଫୋପାଡ଼ୁଥିବା କଥା ଶୁଣିବା ପାଇଁ ମିଳେ ।odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ
ଏତେ ଭୟଙ୍କର ଟାପୁ ଯେ ମତ୍ସ୍ୟଜୀବୀମାନେ ମଧ୍ୟ ଭୁଲରେ ଏଠାକୁ ଯାଆନ୍ତି ନାହିଁ । ଖବର ଅନୁସାରେ ୨୦୦୬ରେ କିଛି ମତ୍ସ୍ୟଜୀବୀ ଭୁଲରେ ପହଞ୍ଚିଯାଇଥିଲେ । ପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା । ଏହି ଜନଜାତିର ଲୋକେ ସାରା ବିଶ୍ୱରେ ଭିନ୍ନ ହୋଇ ରୁହନ୍ତି । ତାଙ୍କ ରୀତିନୀତି, ଭାଷା, ବ୍ୟବହାର, ଚାଲିଚଳନ ବିଷୟରେ କାହାକୁ ଜଣାନାହଁ । ପାଖାପାଖି ୬୦ ହଜାର ଲୋକ ଏଠାରେ ବାସ କରନ୍ତି ବୋଲି କୁହାଯାଏ । ଏମାନଙ୍କୁ କୌଣସି ପ୍ରକାର ପରିବର୍ତ୍ତନ ପସନ୍ଦ ନାହିଁ । ଏବେ ପର୍ଯ୍ୟନ୍ତ ଯେତେ ଲୋକ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଟାପୁରେ ପହଞ୍ଚିଛନ୍ତି କେହି ଜୀବନ୍ତ ଫେରିପାରି ନାହାନ୍ତି ।odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ
0 comments:
Post a Comment